ଓଡିଶା

odisha

ଡ୍ରମ ବଜାଇଲେ ଦିଦି, ଦେଖନ୍ତୁ ଭିଡିଓ

By

Published : Nov 3, 2022, 7:40 PM IST

Updated : Feb 3, 2023, 8:31 PM IST

ଚେନ୍ନାଇ: ଡ୍ରମ ବଜାଇଲେ ମମତା ଦିଦି । ପଶ୍ଚିମବଙ୍ଗ ରାଜ୍ୟପାଳ ଲା.ଗଣେଶନଙ୍କ ପାରିବାରିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ଚେନ୍ନାଇ ଯାଇଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କାର୍ଯ୍ୟକ୍ରମରେ ବାଜା ବଜାଇଥିଲେ (Mamatha Banerjee plays drum)। ବାଜା ବଜାଉଥିବା ଜଣେ ବାଦକଙ୍କ ହାତରୁ ବାଡି ଆଣି ଦିଦି କିଛି ସମୟ ପାଇଁ ଡ୍ରମ ବଜାଇଥଲେ । ନିକଟରେ ଥିବା ଲୋକେ ଦିଦିଙ୍କ ବାଜା ବଜାକୁ ଦେଖି ବେଶ ଉତ୍ସାହିତ ହୋଇଥିଲେ । ଦେଖନ୍ତୁ ଭିଡିଓ
Last Updated : Feb 3, 2023, 8:31 PM IST

ABOUT THE AUTHOR

...view details