ଓଡିଶା

odisha

ETV Bharat / videos

Hockey World Cup Trophy Tour: ମାଲକାନଗିରିରେ ପହଁଞ୍ଚିଲା ବିଶ୍ୱକପ୍ ଟ୍ରଫି, ପାରମ୍ପାରିକ ନୃତ୍ୟ ସହିତ କରାଗଲା ସ୍ୱାଗତ - ମାଲକାନଗିରିରେ ହକି ବିଶ୍ବକପ ଟ୍ରଫି

By

Published : Dec 31, 2022, 8:16 PM IST

Updated : Feb 3, 2023, 8:37 PM IST

ମାଲକାନଗିରି: ହକିର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ହକି ବିଶ୍ବକପ ଟ୍ରଫି ବିଭିନ୍ନ ଜିଲ୍ଲାରେ ପରିକ୍ରମା କରୁଛି । ଆଜି ମାଲକାନଗିରିରେ ପହଁଞ୍ଚିଛି ହକି ବିଶ୍ବକପ ଟ୍ରଫି ଟୁର । ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ହକି ବିଶ୍ବକପ ଟ୍ରଫିକୁ ଭବ୍ୟ ସ୍ଵାଗତ ଓ ସମ୍ବର୍ଦ୍ଧନା ଦିଆଯାଇଛି । ଇଟିଭି ଭାରତ, ମାଲକାନଗିରି
Last Updated : Feb 3, 2023, 8:37 PM IST

ABOUT THE AUTHOR

...view details