ଓଡିଶା

odisha

ETV Bharat / videos

ଗରୀବ ବ୍ୟବସାୟୀର ଦୀପ ବାଡେଇ ଭାଙ୍ଗିଲେ ମହିଳା, ଭାଇରାଲ ହେଉଛି ଭିଡିଓ - ଲକ୍ଷ୍ନୌ ଭାଇରାଲ ଭିଡିଓ

By

Published : Oct 25, 2022, 2:28 PM IST

Updated : Feb 3, 2023, 8:30 PM IST

ଭୁଲିଗଲେ ମାନବିକତା । ଘର ଆଗରେ ଦୀପ ବିକ୍ରି କରିବାରୁ ଗରୀବ ବ୍ୟବସାୟୀର ଦୀପ ଦୋକାନକୁ ବାଡେଇ ଭାଙ୍ଗିଲେ ମହିଳା । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ମହିଳା ଜଣକଙ୍କ ଘର ଆଗରେ ବ୍ୟବସାୟୀ ବେପାର କରୁଥିବାରୁ ସେ ରାଗିଯାଇ ତାଙ୍କର ସବୁ ଦୀପ ବାଡେଇ ନଷ୍ଟ କରିଦେଇଛନ୍ତି । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ମହିଳାଙ୍କୁ ଖୁବ୍ ସମାଲୋଚନା କରାଯାଉଛି । ତେବେ ଏହି ଘଟଣାଟି ଉତ୍ତରପ୍ରଦେଶ ଲକ୍ଷ୍ନୌର ହୋଇଥିବା ଜଣାପଡିଛି । କ୍ଷତିଗ୍ରସ୍ତ ଦୀପ ବ୍ୟବସାୟୀ ମହିଳାଙ୍କ ବିରୁଦ୍ଧରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
Last Updated : Feb 3, 2023, 8:30 PM IST

For All Latest Updates

ABOUT THE AUTHOR

...view details