ବନ କର୍ମଚାରୀଙ୍କ ଉପରକୁ ଡେଇଁଲା ଚିତା, ଦେଖନ୍ତୁ ଭିଡଓ
ଗୌହାଟୀ: ଚିତାର ଆତଙ୍କ । ବନ କର୍ମଚାରୀଙ୍କ ଉପରକୁ ଡେଇଁଲା ଚିତା । ଆସାମ ଜୋରହାଟରେ ବନ କର୍ମଚାରୀଙ୍କ ଉପରକୁ ପାଚେରୀ ଡେଇଁ ଏକ ଚିତା ଆକ୍ରମଣ କରିଥିବା ଭିଡିଓ ସାମ୍ନାକୁ ଆସିଛି । ଏଥିରେ 8 ଜଣ ଲୋକ ଗୁରୁତର ହୋଇଛନ୍ତି । ସେମାନଙ୍କ ମଧ୍ୟରେ 3ଜଣ ବନ କର୍ମଚାରୀ ଅଛନ୍ତି । ସମସ୍ତ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରଯାଇଛି । ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ମିଳିଛି । ଦେଖନ୍ତୁ କିପରି ଲୋକଙ୍କୁ ଆକ୍ରମଣ କରିଛି ଚିତା ।
Last Updated : Feb 3, 2023, 8:37 PM IST