ଓଡିଶା

odisha

ETV Bharat / videos

ପବିତ୍ର ଦୀପାବଳି, ମହାରାଷ୍ଟ୍ର ଶିରିଡି ସାଇ ମନ୍ଦିରରେ ଲକ୍ଷ୍ମୀପୂଜା - ଦୀପାବଳି

🎬 Watch Now: Feature Video

By

Published : Oct 24, 2022, 10:34 PM IST

Updated : Feb 3, 2023, 8:30 PM IST

ମୁମ୍ବାଇ: ସାରା ଦେଶରେ ଧୁମଧାମପରେ ପାଳିତ ହେଉଛି ଦୀପାବଳି । ମହାରାଷ୍ଟ୍ରର ଶିରିଡି ସାଇ ମନ୍ଦିରରେ ଧୁମଧାମରେ ଲକ୍ଷ୍ମୀପୂଜା କରାଯାଇଛି। ସାଇସିଦ୍ଧି ମନ୍ଦିରରେ ଲକ୍ଷ୍ମୀମୂର୍ତ୍ତି ସ୍ଥାପନ ହେବା ପରେ ସାଇ ସନ୍ଥାନର କାର୍ଯ୍ୟନିର୍ବାହୀ ଅଧିକାରୀ ଭାଗ୍ୟଶ୍ରୀ ବନାୟତ ପୂଜାରେ ବସିଥିଲେ। ଦୀପାବଳି ଅବସରରେ ସାଇ ମନ୍ଦିରକୁ ଆକର୍ଷଣୀୟ ବୈଦ୍ୟୁତିକ ଆଲୋକରେ ସଜାଯାଇଥିଲା। ସାଇଙ୍କ ପ୍ରତିମାକୁ ଏକ ସୁବର୍ଣ୍ଣ ମୁକୁଟ ଏବଂ ସୁନା ଅଳଙ୍କାରରେ ସଜାଯାଇଥିଲା।
Last Updated : Feb 3, 2023, 8:30 PM IST

ABOUT THE AUTHOR

...view details