ଓଡିଶା

odisha

ETV Bharat / videos

ମନମୋହୁଛି ଶିଶୁ ଭବନ ଛକ ଜଗନ୍ନାଥ ଗଣେଶ

By

Published : Sep 1, 2022, 10:49 PM IST

Updated : Feb 3, 2023, 8:27 PM IST

ଭୁବନେଶ୍ବର: ଶିଶୁ ଭବନ ଛକର ଜଗନ୍ନାଥ ଗଣେଶ । ଶ୍ରୀ ଶ୍ରୀ ସିଦ୍ଧି ବିନାୟକ କ୍ଳବର ଏହି ପୂଜାରେ ଜଗନ୍ନାଥ ମସ୍ତକ ଯୁକ୍ତ ଆଦି ଦେବ ଶ୍ରୀ ଗଣେଶ ପୂଜା ପାଉଛନ୍ତି। ବାଉଁଶ ତିଆରି ତୋରଣରେ ରହିଛି ଇଣ୍ଡିଆ ଗେଟ । ଆଉ ସୋରିଷ, ରାଶି, ଜିରା, ଅରୁଆ ଚାଉଳ ଭଳି ଶସ୍ୟ ବ୍ୟବହାର କରି କରାଯାଇଛି ବିଘ୍ନବିନାଶକ ମୃଣମୟ ମୂର୍ତ୍ତିରେ । ଛୋଟ ହେଲେ ବି ବେଶ ନିଆରା ଓ ଚମତ୍କାର । ତେବେ ଏହି ପୂଜା ମଣ୍ଡପର କଳାକୃତି ବହୁତ ଆକର୍ଷିତ କରୁଛି । ଇଟିଭି ଭାରତ, ଭୁବନେଶ୍ବର
Last Updated : Feb 3, 2023, 8:27 PM IST

ABOUT THE AUTHOR

...view details