ଓଡିଶା

odisha

By

Published : Aug 10, 2022, 4:41 PM IST

Updated : Feb 3, 2023, 8:26 PM IST

ETV Bharat / videos

ସମୁଦ୍ରରେ ଫସିଥିଲେ 10 ମତ୍ସ୍ୟଜୀବୀ, ଉଦ୍ଧାର କଲା କୋଷ୍ଟଗାର୍ଡ

ମୁମ୍ବାଇ: ମହାରାଷ୍ଟ୍ର ଉପକୂଳରେ ମାଛ ଧରିବାକୁ ଯାଇଥିବା ବେଳେ ବୋଟର ଇଞ୍ଜିନ ଫେଲ ହୋଇଗଲା । ମଝି ସମୁଦ୍ରରେ ଫସିଥିଲେ 10 ମତ୍ସ୍ୟଜୀବୀ । ଉଦ୍ଧାର କଲା କୋଷ୍ଟଗାର୍ଡ । ପ୍ରତିକୂଳ ପାଗ ଓ ଲୋ-ଭିଜିବିଲିଟି ସତ୍ତ୍ବେ ମଧ୍ୟ କୋଷ୍ଟଗାର୍ଡ ହେଲିକପ୍ଟର ସହାଯ୍ୟରେ ସଫଳତାର ସହ ଶେଷ ହେଲା ଉଦ୍ଧାର ଅପରେସନ । ସୁରକ୍ଷିତ କୂଳକୁ ଫେରିଲେ ବୋଟରେ ଫସ ରହିଥିବା ସମସ୍ତ 10 ମତ୍ସ୍ୟଜୀବୀ । ଦେଖନ୍ତୁ ଉଦ୍ଧାର ବେଳର ଦୃଶ୍ୟ
Last Updated : Feb 3, 2023, 8:26 PM IST

ABOUT THE AUTHOR

...view details