ଓଡିଶା

odisha

ETV Bharat / videos

କାଶ୍ମୀରରେ ଅଣକାଶ୍ମୀର ଓ ସଂଖ୍ୟାଲଘୁଙ୍କୁ ଟାର୍ଗେଟ କିଲିଂ, ଇକ୍‌ଜୁଟ ଜମ୍ମୁର ବିକ୍ଷୋଭ ପ୍ରଦର୍ଶନ - terrorist attack in jammu

By

Published : Oct 19, 2022, 11:09 PM IST

Updated : Feb 3, 2023, 8:29 PM IST

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରରେ ପୁନଃ ଅଣକାଶ୍ମୀର ତଥା ପଣ୍ଡିତଙ୍କ ହତ୍ୟାକାଣ୍ଡ ଆରମ୍ଭ କରିଛନ୍ତି ଆତଙ୍କୀ । ଏହାକୁ ନେଇ ଜମ୍ମୁ ଜନତାଙ୍କ ମଧ୍ୟରେ ଆକ୍ରୋଶ ଦେଖିବାକୁ ମିଲିଛି । ବୁଧବାର ଜମ୍ମୁର ଇକ୍‌ଜୁଟ ଜମ୍ମୁ ନାମକ ସଂଗଠନ ପକ୍ଷରୁ ସ୍ଥାନୀୟ ପ୍ରେସ୍‌ କ୍ଲବ୍‌ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ପାକିସ୍ତାନ ମୁର୍ଦ୍ଦାବାଦ ନାରା ଦେଇ ଆନ୍ଦୋଳନକାରୀ ଆତଙ୍କୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ । ତାସହିତ ସରକାର ଏଠାରେ ସଠିକ ଢଙ୍ଗରେ ବିକାଶ କରିନଥିବା ଅଭିଯୋଗ କିରଛନ୍ତି ।
Last Updated : Feb 3, 2023, 8:29 PM IST

ABOUT THE AUTHOR

...view details