ଓଡିଶା

odisha

ସବୁସ୍ତରରେ ଲୋକଙ୍କୁ ନ୍ୟାୟ ପାଇଁ ସଚେତନତା ଆବଶ୍ୟକ

By

Published : Dec 10, 2022, 11:03 PM IST

Updated : Feb 3, 2023, 8:35 PM IST

ବାଲେଶ୍ଵର : ବାଲେଶ୍ଵର ଜିଲ୍ଲା ନାରୀସଂଘ ପରିସରରେ ମାନବାଧିକାର ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ କେବଳ ମହିଳା କି ଶିଶୁ ନୁହେଁ ବରଂ ସବୁବର୍ଗର ବ୍ୟକ୍ତି ବିଶେଷଙ୍କ ଅଧିକାର ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏଥିରେ ଅତିଥି ଭାବେ DSWO କୁନ୍ତଳା କୁମାରୀ ମଲ୍ଲିକ, ସଦର ସିଡିପିଓ ସୁଜାତା ପଟ୍ଟନାୟକ, ସରକାରୀ ଓକିଲ ପ୍ରଣବ ପଣ୍ଡା, ଉତ୍ପଳ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। aiwc youth wings ଯୁବଶାଖା ଓ ନାରୀସଙ୍ଘର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଘରୋଇ ହିଂସା ଠାରୁ ପକ୍ସୋ ଆଇନ ବିଷୟରେ ସଚେତନତା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଇଟିଭି ଭାରତ, ବାଲେଶ୍ବର
Last Updated : Feb 3, 2023, 8:35 PM IST

ABOUT THE AUTHOR

...view details