ଓଡିଶା

odisha

By

Published : Oct 6, 2022, 8:33 PM IST

Updated : Feb 3, 2023, 8:29 PM IST

ETV Bharat / videos

ମେଲାଣି ନେଉଛନ୍ତି ମା’ ଦୁର୍ଗା, ଦୁଲୁକୁଛି ବାଲେଶ୍ୱର ସହର

ବାଲେଶ୍ବର: ଦଶହରା ପରେ ଏବେ ବିଦାୟ ନେଉଛନ୍ତି ମା'। ଗଜ ବାହନରେ ମା’ ଦୁର୍ଗା ଆସିଥିବା ବେଳେ ନୌକା ବାହନରେ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ବାଲେଶ୍ବର ସହରରେ ଚାଲିଛି ମା’ ଦୁର୍ଗାଙ୍କ ଭସାଣ ଉତ୍ସବ । ଆଜି ରାତି ତମାମ ଭସାଣି ଯାତ୍ରା ହେବାକୁ ଥିବାବେଳେ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
Last Updated : Feb 3, 2023, 8:29 PM IST

ABOUT THE AUTHOR

...view details