Hockey World Cup Opening Ceremony: ନମିତା ମେଲେକାଙ୍କ କଣ୍ଠରେ ଝୁମିଲା ବାରବାଟୀ ଷ୍ଟାଡିୟମ - ନମିତା ମେଲେକା
କଟକ: କୋରାପୁଟର ଚର୍ଚ୍ଚିତ ଗାୟିକା ନମିତା ମେଲେକାଙ୍କ କଣ୍ଠର ଯାଦୁରେ ଝୁମିଲା କଟକ ବାରବାଟୀ ଷ୍ଟାଡିୟମ । ଆରମ୍ଭ ହୋଇଛି ପୁରୁଷ ହକି ବିଶ୍ବକପର ଉଦଘାଟନୀ ସମାରୋହ । ସମାରୋହରେ ଏକାଧିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେଉଛି । ଯେଉଁଥିରେ ଓଲିଉଡ ବଲିଉଡ କଳାକାରଙ୍କ ସମେତ ସୁନାମଧ୍ୟନ୍ୟ କଳାକାର ମଧ୍ୟ ନିଜ କଳା ପ୍ରଦର୍ଶନ କରିଛନ୍ତି । ଆଉ ଗୁରୁ ଅରୁଣା ମହାନ୍ତିଙ୍କ ନିର୍ଦ୍ଦେଶନାରେ ନମିତା ମେଲେକାଙ୍କ କଣ୍ଠରେ ଆଦିବାସୀ ଚିତ୍ରକଳା ପ୍ରଦର୍ଶନ ହୋଇଛି ।
Last Updated : Feb 3, 2023, 8:38 PM IST