ଓଡିଶା

odisha

ଅନ୍ତିମ ଯାତ୍ରାରେ ହୀରାବେନ, କୋକେଇ କାନ୍ଧେଇଲେ ମୋଦି

By

Published : Dec 30, 2022, 8:59 AM IST

Updated : Feb 3, 2023, 8:37 PM IST

ଗାନ୍ଧୀନଗର: ଅନ୍ତିମ ଯାତ୍ରାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମାଆ ( PM Modi mother last rites ) । 100 ବର୍ଷ ବୟସରେ ଆଜି ଆଖି ବୁଜିଛନ୍ତି ମୋଦିଙ୍କ ମାଆ ହୀରାବେନ । ବାସଭବନରୁ ଅନ୍ତିମ ଯାତ୍ରାରେ ବାହାରିଛନ୍ତି ହୀରାବେନ । ଅନ୍ତିମ ଯାତ୍ରାରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ । ବାସଭବନରେ ମାଆଙ୍କୁ ଶେଷ ଦର୍ଶନ କରିଥିଲେ । ମାଆଙ୍କ ପରଲୋକରେ ଅହମ୍ମଦାବାଦରେ ଅଛନ୍ତି ପ୍ରଧାନମନ୍ତ୍ରୀ । ମାଆଙ୍କୁ କାନ୍ଧରେ ନେଇଛନ୍ତି ପ୍ରଧାନମନ୍ତ୍ରୀ । ଶେଷକୃତ୍ୟ ପାଇଁ ମାଆଙ୍କ କୋକେଇକୁ କାନ୍ଧ ଦେଇଛନ୍ତି ମୋଦି । ପୂର୍ବାହ୍ନ 10ଟାରେ ଶେଷକୃତ୍ୟ ହେବା ନେଇ ସୂଚନା ।
Last Updated : Feb 3, 2023, 8:37 PM IST

ABOUT THE AUTHOR

...view details