ଓଡିଶା

odisha

ETV Bharat / videos

ପୁଣି ବାେଙ୍ଗାଲୁରୁରେ ବର୍ଷା ବିତ୍ପାତ: ନଦୀର ଭ୍ରମ ସୃଷ୍ଟି କରୁଛି ବେଙ୍ଗାଲୁରୁ-ପୁଣେ ଜାତୀୟ ରାଜପଥ - ବାେଙ୍ଗାଲୁରୁରେ ବର୍ଷା ବିତ୍ପାତ ଜାରି

By

Published : Oct 20, 2022, 8:39 PM IST

Updated : Feb 3, 2023, 8:29 PM IST

ବେଙ୍ଗାଲୁରୁ: କିଛି ମାସର ବ୍ୟବଧାନ ପରେ ଲଗାଣ ବର୍ଷାରେ ବେହାଲ ଦେଶର ଇଲେକ୍ଟ୍ରୋନିକ୍ସ ରାଜଧାନୀ ବେଙ୍ଗାଲୁରୁ । ଲଗାଣ ବର୍ଷା ଫଳରେ ବେଙ୍ଗାଲୁରୁ ସହର ନିକଟବର୍ତ୍ତୀ ଟୁମୁକୁରରେ ପୁଣି ବନ୍ୟା ସମସ୍ୟା ଦେଖିବାକୁ ମିଳିଛି । ବେଙ୍ଗାଲୁରୁ ଓ ପୁଣେକୁ ସଂଯୋଗ କରୁଥିବା ଜାତୀୟ ରାଜପଥରେ (Bangalore Puna National Highway become river) ପ୍ରବଳ ବର୍ଷା ଜଳ ଜମି ରହିବା କାରଣରୁ ନଦୀର ଭ୍ରମ ସୃଷ୍ଟି ହୋଇଛି । ତେବେ ଯାତାୟତ ବନ୍ଦ ହୋଇପଡିଥିବା ବେଳେ ପ୍ରଶାସନ ଜଳ ନିଷ୍କାସନ କରିବା ପାଇଁ ପ୍ରକ୍ରିୟା ଜାରି ରଖିଛି । ଦେଖନ୍ତୁ ଭିଡିଓ
Last Updated : Feb 3, 2023, 8:29 PM IST

ABOUT THE AUTHOR

...view details