ଓଡିଶା

odisha

RajyaSabha: ନୂଆ ଭାରିଏଣ୍ଟ ମୁକାବିଲା ପାଇଁ ସରକାର ପ୍ରସ୍ତୁତ: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ

By

Published : Dec 22, 2022, 9:23 PM IST

Updated : Feb 3, 2023, 8:36 PM IST

ନୂଆଦିଲ୍ଲୀ: ବିଶ୍ବରେ କୋଭିଡର ନୂଆ ଭାରିଏଣ୍ଚ ପୁଣି ସଂକ୍ରମିତ ହେବାରେ ଲାଗିଛି । ନୂଆ ଭାରିଏଣ୍ଚର ପ୍ରଭାବରେ ଆଜି ଏକାଧିକ ସମୃଦ୍ଧ ଦେଶର ସ୍ଥିତି ଗମ୍ଭୀର ହୋଇଛି । ଏହାକୁ ଦେଖି ଭାରତ ସରକାର ଏକାଧିକ ପଦକ୍ଷେପ ନେଇଛନ୍ତି । ଦେଶର ସ୍ବାସ୍ଥ୍ୟ ଭିତ୍ତିଭୂମି ଓ ଆବଶ୍ୟକ ପ୍ରସ୍ତୁତି ଶେଷ ଶେଷ ହୋଇଛି । ଦେଶବାସୀଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ସବୁ ପଦକ୍ଷେପ ନେଉଛନ୍ତି ସରକାର । ଆଜି ରାଜ୍ୟସଭାରେ କୋଭିଡ ସମ୍ପର୍କିତ ଆଲୋଚନା ବେଳେ ଏହା ସୂଚନା ଦେଇ କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ।
Last Updated : Feb 3, 2023, 8:36 PM IST

ABOUT THE AUTHOR

...view details