ଓଡିଶା

odisha

ETV Bharat / videos

ସୂର୍ଯ୍ୟପରାଗରେ ଖାଦ୍ୟ ଖାଇଲେ କୌଣସି ପ୍ରଭାବ ପଡିବ ନାହିଁ: ହେତୁବାଦୀ - ସୂର୍ଯ୍ୟପରାଗ

By

Published : Oct 25, 2022, 9:16 PM IST

Updated : Feb 3, 2023, 8:30 PM IST

ଭୁବନେଶ୍ବର: ସୂର୍ଯ୍ୟପରାଗରେ ପାକ ତ୍ୟାଗ ସମୟରେ ଚିକେନ ବିରିୟାନୀ ଖାଇଲେ ହେତୁବାଦୀ । ଭୁବନେଶ୍ବରରେ ଏକ ଷ୍ଟଲରେ ବିରିୟାନୀ ପ୍ରସ୍ତୁତ କରି ନିଜେ ଖାଇବା ସହ ଅନ୍ୟମାନଙ୍କୁ ମଧ୍ୟ ଖାଇବାକୁ ଦେଇଥିଲେ । ସେମାନଙ୍କ କହିବା କଥା ହେଉଛି ସୂର୍ଯ୍ୟପରାଗ ସମସୟରେ ଖାଦ୍ୟ ନଖାଇବା ଏକ ଅନ୍ଧ ବିଶ୍ୱାସ । ସୂର୍ଯ୍ୟପରାଗ ସମୟରେ ଖାଦ୍ୟ ଖାଇଲେକୌଣସି ପ୍ରଭାବ ପଡିବ ନାହିଁ ବୋଲି କହିଥିଲେ ଓଡିଶା ହେତୁବାଦୀ ସମାଜ ।
Last Updated : Feb 3, 2023, 8:30 PM IST

ABOUT THE AUTHOR

...view details