ଇଂରାଜୀ କହିବାରୁ କୁକୁର ଲଗାଇ ଆକ୍ରମଣ ! ଗୁରୁତର ଯୁବକ ହସ୍ପିଟାଲରେ ଭର୍ତ୍ତି
ଡେରାଡୁନ୍: ଦିଲ୍ଲୀର ଏକ ଦୋକାନରେ ଜିନିଷ କିଣିବାବେଳେ ଇଂରାଜୀ କହିବାରୁ କୁକୁର ଲଗାଇ ଆକ୍ରମଣ ଅଭିଯୋଗ । କୁକୁର ଆକ୍ରମଣରେ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଡେରାଡୁନର ଜଣେ ପୂର୍ବତନ ଲେଫ୍ଟନାଣ୍ଟ ସି.ଭି ବାହାଦୂରଙ୍କ ନାତି ଅଂଶୁମାନ ଥାପା । ଶୁକ୍ରବାର ଦିଲ୍ଲୀରେ ଏପରି ଘଟଣା ଘଟିଥିବା ଯୁବକଙ୍କ ଅଭିଯୋଗ । କାମ ଓ ମୁଣ୍ଡରେ ଆଘାତ ଯୋଗୁ ହସ୍ପିଟାଲରେ ଭର୍ତ୍ତି । କ’ଣ କହୁଛନ୍ତି ପୀଡିତ ଯୁବକ ଶୁଣନ୍ତୁ ।
Last Updated : Feb 3, 2023, 8:23 PM IST