ଓଡିଶା

odisha

ETV Bharat / videos

ନୂଆ ଟେକ୍ନିକ୍‌ରେ ବିସର୍ଜନ, କନ୍‌ଭେୟର ବେଲ୍‌ଟରେ ବିଦାୟ ନେଉଛନ୍ତି ଗଜାନନ - କନ୍‌ଭେୟର ବେଲ୍‌ଟରେ ବିଦାୟ ନେଉଛନ୍ତି ଗଜାନନ

By

Published : Sep 6, 2022, 10:16 PM IST

Updated : Feb 3, 2023, 8:27 PM IST

ହାଇଦ୍ରାବାଦ: ବହୁ ଆଡ଼ମ୍ବରରେ ଆସି ଭକ୍ତ ଗହଣରେ ରହିବା ପରେ ଶେଷରେ ବିଦାୟ ନେଇଛନ୍ତି ଗଣପତି । ଅଧିକାଂଶ ପୂଜା ମଣ୍ଡପରୁ ଗଜାନନ ବିଦାୟ ନେଇ ସାରିଲେଣି । ବାଜା ରୋଷଣୀ ଶୋଭାଯାତ୍ରା ଗଣପତିଙ୍କୁ ବିଦାୟ ଦେଉଛନ୍ତି ଶ୍ରଦ୍ଧାଳୁ । ତେବେ ଏହାରି ମଧ୍ୟରେ ନୂଆ ଟକ୍ନୋଲୋଜୀରେ ଗଣପତିଙ୍କୁ ବିସର୍ଜନ କରାଯାଉଥିବା ଦେଖିବାକୁ ମିଳିଛି । କନ୍‌ଭେୟର ବେଲ୍‌ଟରେ ବିଦାୟ ନେଉଛନ୍ତି ଗଜାନନ । ଏଭଳି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି । ଯେଉଁଥିରେ ଏକ କନ୍‌ଭେୟର ବେଲ୍‌ଟ ମାଧ୍ୟମରେ ଗଣେଶଙ୍କୁ ବିସର୍ଜନ କରାଯାଉଛି । କୁନିକୁନି ଗଣପତି ବେଲ୍‌ଟରେ ବସାଇ ଦିଆଯାଇଛି । ଗୋଟିଏ ପରେ ଗୋଟିଏ ଗଣେଶ ମୂର୍ତ୍ତି ପାଣିରେ ବିସର୍ଜିତ ହେଉଛି ।
Last Updated : Feb 3, 2023, 8:27 PM IST

ABOUT THE AUTHOR

...view details