ଓଡିଶା

odisha

By

Published : Aug 16, 2022, 7:43 AM IST

Updated : Feb 3, 2023, 8:26 PM IST

ETV Bharat / videos

ଟିକରପଡାରେ ବନ୍ୟା, ପାଣି ଘେରରେ ଜୀବନ

ମହାନଦୀରେ ବନ୍ୟା ଆସିବାରୁ ସାତକୋଶିଆର ଟିକରପଡାର ସ୍ଥିତି ଗମ୍ଭୀର ହେଉଛି । ଗତ ତିନି ଦିନ ହେବ ପାଣିରେ ବୁଡି ରହିଛି ଟିକରପଡା ଅଞ୍ଚଳ । ଯୁଆଡେ ଚାହିଁଲେ ଖାଲି ପାଣି ଆଉ ପାଣି । ବନ୍ୟାପାଣିରେ କେତକଙ୍କ ଗର ବୁ଼ଡିଯାଇଥିବାବେଳେ, ଅନେକ ଲୋକେ ସରକାରଙ୍କ ରିଲିଫ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି । ବିଶେଷ ଭାବେ ପ୍ରଭାବିତ ହୋଇଛି ଘାଟ ସାହି, ରାମିମୁଣ୍ଡା, ଗଇଁନ୍ଦି ଓ ବେହାରା ସାହି । ବସ୍‌ ଷ୍ଟାଣ୍ଡ ଠାରୁ ଆରମ୍ଭ କରି ବନାଞ୍ଚଳ କଯ୍ୟାଳୟ ପାଣିରେ ବୁଡି ରହିଛି । ସେଠାକାର ସ୍ଥିତି ନେଇ ଅଧିକ ସୂଚନା ଦେଉଛନ୍ତି ଆମ ପ୍ରତିନିଧି ସଂଗ୍ରାମ ରଞ୍ଜନ ନାଥ ।
Last Updated : Feb 3, 2023, 8:26 PM IST

ABOUT THE AUTHOR

...view details