ଓଡିଶା

odisha

ଭୁବନେଶ୍ୱରରେ ବନ୍ୟା, ଜଳମଗ୍ନ ସୁନ୍ଦରପଦା ଅଞ୍ଚଳ

By

Published : Aug 17, 2022, 8:48 PM IST

Updated : Feb 3, 2023, 8:26 PM IST

ଭୁବନେଶ୍ବର: ରାଜଧାନୀକୁ ମାଡ଼ିଲା ବନ୍ୟାଜଳ (flood water in Bhubaneswar) । ଭୁବନେଶ୍ବର ଉପକଣ୍ଠ ସୁନ୍ଦରପଦା ଅଞ୍ଚଳରେ ଦୟାନଦୀର ପଛୁଆ ପାଣି ପଶି ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି । ରାସ୍ତାରେ ୩ରୁ ୪ ଫୁଟ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଛି । ତିନିଦିନ ଧରି ଲୋକମାନେ ପାଣିରେ ଫସି ରହିଥିବା ବେଳେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଇଟିଭି ଭାରତ, ଭୁବନେଶ୍ବର
Last Updated : Feb 3, 2023, 8:26 PM IST

ABOUT THE AUTHOR

...view details