ଓଡିଶା

odisha

ETV Bharat / videos

ଦୁଇ ବର୍ଷ ପରେ ଦୀପାବଳି ପାଳିବେ କଟକବାସୀ, ଜମୁଛି ବାଣ ବ୍ୟବସାୟ - ଆଜି ହେଉଛି ଆଲୋକର ପର୍ବ ଦୀପାବଳି

🎬 Watch Now: Feature Video

By

Published : Oct 24, 2022, 4:07 PM IST

Updated : Feb 3, 2023, 8:29 PM IST

କଟକ: ଆଜି ହେଉଛି ଆଲୋକର ପର୍ବ ଦୀପାବଳି । ଏହି ଅବସରରେ ବାଣ ଫୁଟାଇବାର ପରମ୍ପରା ରହିଛି। ଦୀର୍ଘ ଦୁଇ ବର୍ଷର କଟକଣା ପରେ ବାଣ ଫୁଟାଇ ଧୁମଧାମରେ ଦୀପାବଳି ପାଳନ କରିବେ କଟକବାସୀ। ଏହି ପରିପ୍ରେକ୍ଷୀରେ ସହରରେ ଜମୁଛି ବାଣ ବ୍ୟବସାୟ। ପାଗ ଅନୁକୂଳ ରହିଥିବାରୁ ସନ୍ଧ୍ୟା ସୁଦ୍ଧା ବାଣ ବ୍ୟବସାୟ ଭଲ ହେବ ବୋଲି ଆଶା କରିଛନ୍ତି ବାଣ ବ୍ୟବସାୟୀ । ଇଟିଭି ଭାରତ, କଟକ
Last Updated : Feb 3, 2023, 8:29 PM IST

ABOUT THE AUTHOR

...view details