ଓଡିଶା

odisha

ଦୀପାବଳିରେ ଭାରତୀୟ ସୈନିକଙ୍କ ପରିବାରରେ ଦୁଃଖ, ପାକିସ୍ତାନରୁ ବାପାଙ୍କୁ ଫେରାଇଆଣିବାକୁ ପୁଅର ନିବେଦନ

By

Published : Oct 25, 2022, 7:22 AM IST

Updated : Feb 3, 2023, 8:30 PM IST

ଆଲୋକର ପର୍ବ ଦୀପାବଳୀ । ସାରା ଦେଶରେ ଧୁମଧାମରେ ପାଳିତ ହେଉଛି ଆଲୋକର ପର୍ବ । ତେବେ 1971 ମସିହାରେ ହୋଇଥିବା ଯୁଦ୍ଧରେ ନିଖୋଜ ହୋଇଥିବା ଭାରତୀୟ ସୈନିକ ସୁରଜିତ ସିଂଙ୍କ ପରିବାରର ଦୁଃଖ ସାମ୍ନାକୁ ଆସିଛି । ପାକିସ୍ତାନ ଜେଲରେ ବନ୍ଦିଥିବା ସୁରଜିତ ସିଂଙ୍କୁ ଭାରତକୁ ଫେରାଇ ଆଣିବାକୁ ଦାବି କରିଛନ୍ତି । ଗଣମାଧ୍ୟମ ଦ୍ବାରା ସୁରଜିତ ସିଂଙ୍କ ପୁଅ ଅମ୍ରିକ୍ ସିଂ ନିଜ ବାପାଙ୍କୁ ଫେରାଇ ଆଣିବା ପାଇଁ ସରକାରଙ୍କୁ ଗୁହାରି କରିଛନ୍ତି ।
Last Updated : Feb 3, 2023, 8:30 PM IST

ABOUT THE AUTHOR

...view details