ଓଡିଶା

odisha

ETV Bharat / videos

ଅଭିଶାପ ଦେଲେ ଅର୍ଚ୍ଚନା, କହିଲେ ମୁଁ ପୁରା ନିର୍ଦ୍ଦୋଷ ମୋ ୫ବର୍ଷ ଛୁଆର ଲୁହ ପଡିବ

By

Published : Dec 6, 2022, 4:05 PM IST

Updated : Feb 3, 2023, 8:34 PM IST

ଭୁବନେଶ୍ବର: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଅର୍ଚ୍ଚନାକୁ ରିମାଣ୍ଡରେ ନେଇଥିବା ବେଳେ କ୍ୟାପିଟାଲ ହସ୍ପିଟାଲରେ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା ହୋଇଥିଲା । ଏହି ସମୟରେ ଗଣମାଧ୍ୟମକୁ ଗୋଟିଏ ପରେ ଗୋଟିଏ ବିସ୍ଫୋରକ ବୟାନ ଦେଇଛନ୍ତି ଲେଡ଼ି ବ୍ଲାକମେଲର (Lady Blackmailer Archana Nag) । ସେ କାହାରିକୁ ଛାଡ଼ିବେନି, ମୁହଁ ଖୋଲିଲେ ସାରା ରାଜ୍ୟ ବଦଳିଯିବ ବୋଲି କହିଛନ୍ତି ଅର୍ଚ୍ଚନା । ଏହାସହିତ ତାଙ୍କୁ ଯିଏ ଫସାଇଛି ତାକୁ ଅଭିଶାପ ମଧ୍ୟ ଦେଇ କହିଛନ୍ତି, "ମୋ ୫ ବର୍ଷ ଛୁଆର ଲୁହ ପଡିବ । ମୁଁ ପୂରା ନିର୍ଦ୍ଦୋଷ, ୩୦ ମିନିଟ୍ ଦେବେ ସବୁ ପ୍ରମାଣିତ କରିଦେବି । ମୁହଁ ଖୋଲି ଅର୍ଚ୍ଚନା କହିଲେ କଳଙ୍କିତ କରନି ।" ଇଟିଭି ଭାରତ, ଭୁବନେଶ୍ବର
Last Updated : Feb 3, 2023, 8:34 PM IST

ABOUT THE AUTHOR

...view details