ଓଡିଶା

odisha

By

Published : Dec 23, 2022, 8:51 PM IST

Updated : Feb 3, 2023, 8:36 PM IST

ETV Bharat / videos

Exclusive Interview with Ishan Kishan: ଦ୍ୱିଶତକ ପରେ ଇଶାନଙ୍କ ଟାର୍ଗେଟରେ କଣ, ତିନି ଫର୍ମାଟରେ ଖେଳିବେ କେବେ ?

ପାଟନା: ନିଜ ବାପା ମାଙ୍କୁ ଭେଟିଲେ ଇଶାନ କିଶାନ । ବିହାର ପାଟନାରେ ଇଶାନଙ୍କ ବାପା ମା’ ରୁହନ୍ତି । ବାଂଲାଦେଶ ବିପକ୍ଷ ତୃତୀୟ ଦିନିକିଆରେ ଦ୍ରୁତତମ ଦ୍ବିଶତକ ହାସଲ କରି ରେକର୍ଡ କରିଥିଲେ ଇଶାନ କିଶାନ । ମାତ୍ର ୧୨୬ ବଲରେ ଇଶାନ ନିଜର ପ୍ରଥମ ଦ୍ବିଶତକ ହାସଲ କରିଥିଲେ । ସେ ୧୩୧ ବଲରୁ ୨୪ ଚୌକା ଓ ୧୦ ଟି ଛକା ସହାୟତାରେ ୨୧୦ ରନର ପାଳି ଖେଳିଥିଲେ । ଏ ବାବଦରେ ଇଟିଭି ଭାରତର ସମ୍ବାଦଦାତା ଇଶାନ କିଶାନଙ୍କ ସହିତ ଅଧିକ ଆଲୋଚନା କରିଛନ୍ତି । ଇଟିଭି ଭାରତ, ପାଟନା
Last Updated : Feb 3, 2023, 8:36 PM IST

ABOUT THE AUTHOR

...view details