ଓଡିଶା

odisha

By

Published : Oct 25, 2022, 9:48 AM IST

Updated : Feb 3, 2023, 8:30 PM IST

ETV Bharat / videos

ବାଣ ଫୁଟାଇ ଧୁମଧାମରେ ଦୀପାବଳି ପାଳିଲେ ଭୁବନେଶ୍ବରବାସୀ

ଭୁବନେଶ୍ବର: ଦୀର୍ଘ ଦୁଇ ବର୍ଷର କଟକଣା ପରେ ଧୁମଧାମରେ ଦୀପାବଳି ପାଳନ କଲେ ରାଜଧାନୀବାସୀ। ନିଜ ପରିବାର, ବନ୍ଧୁ ବର୍ଗଙ୍କ ସହ ଦୀପାବଳି ପାଳନ କରିଛନ୍ତି । ଆକର୍ଷଣୀୟ ଆଲୋକମାଳା ସାଙ୍ଗକୁ, ରଙ୍ଗୋଲି, ଦୀପ ଜଳାଇ ଏବଂ ବାଣ ଫୁଟାଇଛନ୍ତି । ଭୁବନେଶ୍ବରର ଭିଏସଏସ ନଗରରେ ବେଶ ଆଡମ୍ବରେ ଦୀପାବଳି ପାଳନ ହୋଇଛି । ଇଟିଭି ଭାରତ, ଭୁବନେଶ୍ବର
Last Updated : Feb 3, 2023, 8:30 PM IST

ABOUT THE AUTHOR

...view details