ଧର୍ମେନ୍ଦ୍ରଙ୍କ ଆକ୍ରମଣ ! ନାଗଫାଶରେ ସମସ୍ତେ ଫସିବେ, କେହି ବର୍ତ୍ତିବେ ନାହିଁ - ଧର୍ମେନ୍ଦ୍ର ପ୍ରଧାନ
ଭଦ୍ରକ: ଧାମନଗର ଉପନିର୍ବାଚନ ପ୍ରଚାର ଶେଷ ହୋଇଛି । ଶେଷ ଦିନରେ ପୁରା ଦମ ଲଗାଇଥିଲେ ସମସ୍ତ ରାଜନୈତିକ ଦଳ । ପ୍ରଚାରର ଶେଷ ଦିନରେ ପୁଣି ଥରେ ମୈଦାନକୁ ଓହ୍ଲାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆକ୍ରମଣ କରିଛନ୍ତି । ବିକାଶ, ଦୁର୍ନୀତି ଠାରୁ ଆରମ୍ଭ କରି ଏକାଧିକ ପ୍ରସଙ୍ଗ ଉଠାଇ ସିଧା ନବୀନଙ୍କୁ ଲକ୍ଷ୍ୟଭେଦୀ ନିଶାନା କରିଛନ୍ତି । ଯାହା ପ୍ରଚାରର ଶେଷ ଦିନରେ ରାଜନୀତି ଆହୁରି ସରଗରମ ହୋଇଯାଇଛି ।
Last Updated : Feb 3, 2023, 8:31 PM IST