ଓଡିଶା

odisha

ETV Bharat / videos

ଶ୍ରାବଣ ତୃତୀୟ ସୋମବାର, କପିଳାସ ପୀଠରେ ଜଳଲାଗି କଲେ କାଉଡିଆ

By

Published : Aug 1, 2022, 4:50 PM IST

Updated : Feb 3, 2023, 8:25 PM IST

ଢେଙ୍କାନାଳ: ଆଜି ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାର । ଚଳଚଞ୍ଚଳ ରାଜ୍ୟର ସମସ୍ତ ଶୈବ ପୀଠ । ଜଳଲାଗି ପାଇଁ କପିଳାଶ ପୀଠରେ ମାନସିକଧାରୀ କାଉଡିଆଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଧାଡିରେ ଛିଡା ହୋଇ ଭଗବାନଙ୍କ ନିକଟରେ ଜଳଲାଗି କରିଛନ୍ତି ଶହ ଶହ କାଉଡିଆ । ତେବେ ଚଳିତ ଶ୍ରବଣ ମାସର ପ୍ରଥମ ସୋମବାର କର୍କଟ ସଂକ୍ରାନ୍ତି ଯୋଗୁଁ କପିଳାଶ ପୀଠକୁ ଜଳ ଲାଗି ପାଇଁ ବାରଣ କରାଯାଇଥିଲା । ଫଳରେ ଦ୍ୱିତୀୟ ଓ ତୃତୀୟ ସୋମବାରରେ କପିଳାଶ ପୀଠରେ ଲକ୍ଷାଧିକ ସଂଖ୍ୟାରେ ବୋଲ ବମ ମାନସିକ ଧାରୀ କାଉଡ଼ିଆଙ୍କ ସମାଗମ ହୋଇଥିଲା । ଇଟିଭି ଭାରତ, ଢେଙ୍କାନାଳ
Last Updated : Feb 3, 2023, 8:25 PM IST

ABOUT THE AUTHOR

...view details