ଓଡିଶା

odisha

ETV Bharat / videos

ଶ୍ରାବଣ ତୃତୀୟ ସୋମବାରରେ ଚଳଚଞ୍ଚଳ କାଉଡ଼ିଆ ପୀଠ - ଶ୍ରାବଣ ତୃତୀୟ ସୋମବାର

By

Published : Aug 1, 2022, 3:56 PM IST

Updated : Feb 3, 2023, 8:25 PM IST

ନୟାଗଡ଼: ଶ୍ରାବଣ ମାସ ତୃତୀୟ ସୋମବାର ଅବସରରେ ଚଳଚଞ୍ଚଳ ହୋଇ ଉଠିଛି ନୟାଗଡ଼ ଜିଲ୍ଲାର ଶରଣକୂଳ ସ୍ଥିତ ପ୍ରସିଦ୍ଧ ଲଡ଼ୁବାବାଙ୍କ ପୀଠ l ହଜାର ହଜାର କାଉଡ଼ିଆ ପ୍ରଭୁ ଲଡୁବାବଙ୍କୁ ଜଳଲାଗି କରିଛନ୍ତି l କୋରୋନା କଟକଣା ଯୋଗୁଁ ଦୁଇ ବର୍ଷ ପରେ ଭକ୍ତ ଓ ଭଗବାନ ଏକାଠି ହୋଇଛନ୍ତି । ଭକ୍ତଙ୍କ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ମନ୍ଦିର ପରିସରରେ ବ୍ୟାରିକେଟ ବ୍ୟବସ୍ଥା ସହ ମନ୍ଦିର ପ୍ରବେଶ ବେଳେ ମାସ୍କ ବାଧ୍ୟତାମୂଳକ କରାଯାଇଛି l ଇଟିଭି ଭାରତ, ନୟାଗଡ଼
Last Updated : Feb 3, 2023, 8:25 PM IST

ABOUT THE AUTHOR

...view details