Magh bihu celebration: ସୁପ୍ରିମକୋର୍ଟଙ୍କ ବାରଣ ସତ୍ତ୍ବେ ମଧ୍ୟ ଆସାମରେ ମଇଁଷି ଲଢେଇ - ଆସାମରେ ବିହୁ ପର୍ବ ପାଳନ
ହାଇଦ୍ରବାଦ: ପରମ୍ପରା ଆଳରେ କଟକଣାକୁ ବି ଖାତିର କରୁନାହାନ୍ତି ଆୟୋଜକ । ମକର ସଂକ୍ରାନ୍ତି ଓ ଉତ୍ତର-ପୂର୍ବ ଭାରତରେ ବିହୁ ପାଳନ ବେଳେ ବହୁ ସ୍ଥାନରେ ପଶୁପକ୍ଷୀ ଲଢେଇର କ୍ରୁର ଚିତ୍ର ସାମ୍ନାକୁ ଆସିଛି । ଏସବୁକୁ ବାରଣ କରାଯାଇଥିଲେ ପ୍ରଶାସନକୁ କାହାର ଖାତିର ନାହିଁ । ସୁପ୍ରିମକୋର୍ଟଙ୍କ କଡା ନିର୍ଦ୍ଦେଶ ସତ୍ତ୍ବେ ମଧ୍ୟ ଆସାମରେ ବିହୁ ପର୍ବ ଅବସରରେ ଆୟୋଜନ ହୋଇଛି ମଇଁଷି ଲଢେଇ । ବାରଣ ସତ୍ତ୍ବେ ମଧ୍ୟ କିପରି ବେଫିକର ଆୟୋଜକଙ୍କଠାରୁ ଆରମ୍ଭ କରି ଦର୍ଶକ ପର୍ଯ୍ୟନ୍ତ ତାହାର ଉଦାହରଣ ଦେଖିବାକୁ ମିଳିଛି । ଆସାମର ମୋରିଗାଓଁରୁ ଦେଖନ୍ତୁ ଭିଡିଓ
Last Updated : Feb 3, 2023, 8:39 PM IST