ଓଡିଶା

odisha

ETV Bharat / videos

Defence Minister Statement: ସୀମା ସୁରକ୍ଷା ପାଇଁ ସେନା ସକ୍ଷମ: ପ୍ରତିରକ୍ଷା ମନ୍ତ୍ରୀ

By

Published : Dec 13, 2022, 4:48 PM IST

Updated : Feb 3, 2023, 8:35 PM IST

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶ ତଓ୍ୱାଙ୍ଗ ସେକ୍ଟରରେ ଭାରତ ଚୀନ ସେନା ସଘଂର୍ଷକୁ ନେଇ ସଂସଦର ଉଭୟ ଗୃହରେ ବିବୃତ୍ତି ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, "ଗତ ୯ ତାରିଖରେ ଚୀନ ସେନା ବେଆଇନ ଭାବେ ଅନୁପ୍ରବେଶ ଉଦ୍ୟମ କରିଥିଲା । ପ୍ରକୃତ ନିୟନ୍ତ୍ରଣ ରେଖାରେ ଏକପାଖିଆ ସ୍ଥିତାବସ୍ଥା ପରିବର୍ତ୍ତନ ଉଦ୍ଦେଶ୍ୟରେ ଆସିଥିଲା । କିନ୍ତୁ ଭାରତୀୟ ଯବାନଙ୍କ ଦୃଢ ଜବାବ ପାଇଁ ଚୀନ ସେନା ନିଜ ସ୍ଥାନକୁ ଫେରିଛି । ସ୍ଥିତିକୁ ନେଇ ଫ୍ଲାଗ ବୈଠକ ହୋଇଛି । ସେନା ସୀମାର ସୁରକ୍ଷା ପାଇଁ ପୁରା ସକ୍ଷମ ।" ତେବେ ପୁରା ଘଟଣାକୁ ନେଇ କଣ କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ଦେଖନ୍ତୁ ଭିଡିଓ ।
Last Updated : Feb 3, 2023, 8:35 PM IST

ABOUT THE AUTHOR

...view details