ଓଡିଶା

odisha

ETV Bharat / videos

ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା, ଅନ୍ତିମ ସଂସ୍କାର ବେଳେ ଭାସିଗଲା ତିନି ମୃତଦେହ - ଅନ୍ତିମ ସଂସ୍କାର ବେଳେ ଭାସିଗଲା ତିନି ମୃତଦେହ

By

Published : Aug 29, 2022, 11:12 PM IST

Updated : Feb 3, 2023, 8:27 PM IST

ଉତ୍ତରାଖଣ୍ଡର ହଲ୍ଦାନିରେ ପ୍ରବଳ ବର୍ଷା ହୋଇଥିଲା । ଚିତ୍ରଶାଳା ଘାଟରେ ଅନ୍ତିମ ସଂସ୍କାର ହେଉଥିବାବେଳେ ଗୋଲା ନଦୀରେ ବର୍ଷା ପାଣିରେ ତିନୋଟି ମୃତଦେହ ଭାସିଯାଇଥିଲା । ଯାହାର ଭିଡ଼ିଓ ସାମ୍ନାକୁ ଆସିଛି । ଉକ୍ତ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଆଲର୍ଟ ଜାରି କରାଯାଇଛି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated : Feb 3, 2023, 8:27 PM IST

ABOUT THE AUTHOR

...view details