ଓଡିଶା

odisha

Navratri 2022: ସ୍ୱିମିଂ ପୁଲରେ ଦାଣ୍ଡିଆ ପରିବେଷଣ

By

Published : Sep 24, 2022, 7:08 PM IST

Updated : Feb 3, 2023, 8:28 PM IST

ଜୟପୁର: ଆଉ ୨ ଦିନ ପରେ ଅର୍ଥାତ ସେପ୍ଟେମ୍ବର ୨୬ ତାରିଖରୁ ଆରମ୍ଭ ହେବ ନବରାତ୍ରି ପୂଜା (Navratri 2022) । ଶାରଦୀୟ ପୂଜା ପାଇଁ ଚାରିଆଡ଼େ ଉତ୍ସବର ମାହୋଲ । ବଜାର ହଲଚଲ ହୋଇଥିବା ବେଳେ ଲୋକଙ୍କ ମଧ୍ୟରେ ଉତ୍ସାହ ବଢିଛି । ଏହି ଅବସରରେ ରାଜସ୍ଥାନର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ସ୍ଥାନ ଉଦୟପୁରରେ ଆୟୋଜିତ ହୋଇଛି ଜଳ ଗରବା ବା ଦାଣ୍ଡିଆ ନାଚ (Dandiya Played in Swimming pool) । କିଛି ନର୍ତ୍ତକୀ ପାରମ୍ପରିକ ପୋଷାକ ପିନ୍ଧି ସ୍ବିମିଂ ପୁଲ୍‌ ମଧ୍ୟରେ ଏହି ନୃତ୍ୟ ପରିବେଷଣ କରିଛନ୍ତି । ପାଣି ଭିତରେ ନାଚିବାର କୌଶଳ ମଧ୍ୟ ନୃତ୍ୟୁ ପରିବେଷଣ କରୁଥିବା ପୁରୁଷ ଓ ମହିଳାଙ୍କୁ ଶିଖାଯାଇଥିଲା । ନୂତନ ଢଙ୍ଗରେ ଏଭଳି ନୃତ୍ୟକୁ ଉପଭୋଗ କରିଥିଲେ ଦର୍ଶକ ।
Last Updated : Feb 3, 2023, 8:28 PM IST

ABOUT THE AUTHOR

...view details