ଓଡିଶା

odisha

ETV Bharat / videos

ଜନସମୁଦ୍ରରେ ପରିଣତ ବାଲିଯାତ୍ରା ପଡ଼ିଆ, ପଞ୍ଚମ ସନ୍ଧ୍ୟାରେ 10 ଲକ୍ଷ ପାର

By

Published : Nov 13, 2022, 8:13 AM IST

Updated : Feb 3, 2023, 8:32 PM IST

ବଢୁଛି ବାଲିଯାତ୍ରା କ୍ରେଜ । ସନ୍ଧ୍ୟା ହେଲେ ଜନ ସମୁଦ୍ରରେ ପରିଣତ ହେଉଛି ବାଲିଯାତ୍ରା ପଡ଼ିଆ । ଶନିବାର ଲୋକଙ୍କ ସଂଖ୍ୟା 10 ଲକ୍ଷ ଛୁଇଁଥିଲା । ଦୋଳି ସାଙ୍ଗକୁ କୌତୁହଳପୂର୍ଣ୍ଣ ଖେଳ, ଚଟପଟା ଖାଦ୍ୟ ଏବଂ ଘର କରଣା କିଣିବାରେ ଲୋକେ ବ୍ୟସ୍ତ । ବିଶେଷ କରି ଛୋଟ ପିଲାମାନେ ଏହାର ଭରପୂର ମଜା ଉଠାଉଛନ୍ତି । ଦୁଇ ବର୍ଷ ପରେ ବାଲିଯାତ୍ରା ଅନୁଷ୍ଠିତ ହେଉଥବାରୁ ଏହାକୁ ଦେଖିବା ଓ ମଜା ନେବା ପାଇଁ ସମସ୍ତେ ବ୍ୟଗ୍ର । ଅନ୍ୟପଟେ ସୁରକ୍ଷା ଉପରେ ପୋଲିସର କଡ଼ା ନଜର ରହିଛି । ଇଟିଭି ଭାରତ, କଟକ
Last Updated : Feb 3, 2023, 8:32 PM IST

ABOUT THE AUTHOR

...view details