ଓଡିଶା

odisha

ETV Bharat / videos

WATCH VIDEO: ସପିଂମଲ୍‌ ଭିତରେ ଗାଈ, ବାହାରେ ଗ୍ରାହକ - ଗାଈ ଭାଇରାଲ ଭିଡିଓ

By

Published : Dec 28, 2022, 3:49 PM IST

Updated : Feb 3, 2023, 8:37 PM IST

ଦିସପୁର: ଆସାମର ଧୁବରି ଅଞ୍ଚଳରେ ଏକ ବିରଳ ଦୃଶ୍ୟ ସାମନାକୁ ଆସିଛି । ଏକ ସପିଂ ମଲ ଭିତରକୁ ପ୍ରବେଶ କରିଛି ଗାଈ (One cow entered the shopping mall ) । ଗାଈ ମଲ୍‌ ଭିତରେ ପ୍ରବେଶ କରିବା ପରେ ଗ୍ରାହକମାନେ ବାହାରକୁ ଚାଲିଆସିଥିଲେ । ଗତ ସୋମବାର ସନ୍ଧ୍ୟାରେ ଏପରି ଘଟଣା ଦେଖିବାକୁ ମିଳିଥିବା ବେଳେ କିଛି ସମୟ ପରେ ଗାଈ ନିଜେ ବାହାରକୁ ବାହାରି ଆସିଥିଲା । ତେବେ ଗାଈଟି କିପରି ସପିଂମଲ୍‌ ଭିତରକୁ ପ୍ରବେଶ କଲା ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।
Last Updated : Feb 3, 2023, 8:37 PM IST

ABOUT THE AUTHOR

...view details