Himachal Pradesh Election: ମ୍ୟାଜିକ ସଂଖ୍ୟା ପାର କଲା କଂଗ୍ରେସ, ସିମଲାରେ ଜୋରଦାର ସେଲିବ୍ରେସନ - ସିମଲାରେ ଜୋରଦାର ସେଲିବ୍ରେସନ
ସିମଲା: ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନ (Himachal Pradesh Assembly Election) ଲାଗି ଜାରି ରହିଛି ଭୋଟ ଗଣତି । ଏହାରି ମଧ୍ୟରେ କଂଗ୍ରେସ ମ୍ୟାଜିକ ନଂ ୩୫କୁ ଅତିକ୍ରମ କରିଛି (Congress crosses the majority mark of 35 seats) । ମୋଟ ୬୮ ଆସନରୁ କଂଗ୍ରେସ ୩୫ଟି ଆସନରେ ବିଜୟୀ ହେବା ପରେ ରାଜ୍ୟରେ ଦଳର ଜୋରଦାର ସେଲିବ୍ରେସନ ଦେଖିବାକୁ ମିଳିଛି । ସେପଟେ ବିଜେପି ଏଯାବତ ୨୩ଟି ଆସନରେ ବିଜୟୀ ଲାଭ କରିଛି ।
Last Updated : Feb 3, 2023, 8:35 PM IST