ଓଡିଶା

odisha

By

Published : Dec 5, 2022, 8:51 PM IST

Updated : Feb 3, 2023, 8:34 PM IST

ETV Bharat / videos

Sand Art On Tribal Culture: ବାଲୁକା ଚିତ୍ରକଳାରେ ଆକର୍ଷଣୀୟ ଆଦିବାସୀ କଳା ସଂସ୍କୃତି

ପୁରୀ: ଶେଷ ହେଲା ବାଲୁକା ଚିତ୍ରକଳା ମହୋତ୍ସବ । ଶେଷ ଦିନରେ ଆଦିବାସୀ କଳା ସଂସ୍କୃତିକୁ ବାଲୁକା ଚିତ୍ରକଳାରେ ସ୍ଥାନ ଦେଲେ ବାଲୁକା ଚିତ୍ର ଶିଳ୍ପୀ । କୋଣାର୍କ ଚନ୍ଦ୍ରଭାଗାରେ ଚାଲିଥିବା ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବର ଆଜି ହେଉଛି ଶେଷ ଦିନ । ବାଲୁକା କଳା ମାଧ୍ୟମରେ ବାଲୁକା ଚିତ୍ର ଶିଳ୍ପୀ ମାନେ ଶେଷ ଦିନରେ ସୁନ୍ଦର ସୁନ୍ଦର ବାଲୁକା ଚିତ୍ରକଳା କରି ଦର୍ଶକଙ୍କ ମନ ଜିଣି ନେଇଛନ୍ତି । ଶେଷ ଦିବସର ଥିମ୍ ଅନୁଯାୟୀ ଆଦିବାସୀ ସଂସ୍କୃତିର ଝଲକ ମଧ୍ୟ ଦେଖିବାକୁ ମିଳିଛି । ବାଲୁକା ଚିତ୍ର କଳାରେ ଆଦିବାସୀଙ୍କ ରହଣୀ, ଚଳଣୀକୁ ଦେଖାଇଛନ୍ତି ବାଲୁକା ଚିତ୍ରଶିଳ୍ପୀ । ଇଟିଭି ଭାରତ,ପୁରୀ
Last Updated : Feb 3, 2023, 8:34 PM IST

ABOUT THE AUTHOR

...view details