ଓଡିଶା

odisha

ETV Bharat / videos

Dalai Lama: ଚୀନରେ ବଢୁଛି ସଂକ୍ରମଣ, ଜନ୍ମସ୍ଥାନ ପ୍ରତି ଗୟାରୁ ଦଲାଇଲାମାଙ୍କ ସହାନୁଭୂତି

By

Published : Dec 30, 2022, 9:11 PM IST

Updated : Feb 3, 2023, 8:37 PM IST

ପାଟନା: ବିହାରରେ ବୌଦ୍ଧିକ ଧର୍ମଗୁରୁ ଦଲାଇ ଲାମା (Buddhism guru Dalai Lama)ଙ୍କ କାର୍ଯ୍ୟକ୍ରମ ଜାରି ରହିଛି । ଏହି କାର୍ଯ୍ୟକ୍ରମରେ ଚୀନ ପ୍ରତି ସହାନୁଭୂତି ଜଣାଇଛନ୍ତି ଦଲାଇ ଲାମା । ଚୀନରେ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ କିପରି ଏହା ନିୟନ୍ତ୍ରଣକୁ ଆସିବ ସେ ନେଇ ପ୍ରାର୍ଥନା କରିବାକୁ ସେ ଶ୍ରଦ୍ଧାଳୁମାନଙ୍କୁ ଅନୁରୋଧ କରିଥିଲେ (Dalai Lama on situation of China) । ଏହାସହିତ ପରମାଣୁ ବୋମା ଯେପରି ଭବିଷ୍ୟତରେ ବ୍ୟବହାର ନହେଉ ସେଥିଲାଗି ସେ ଅପିଲ କରିଥିଲେ । ଏହାର ଭୟାବହତା ଦର୍ଶାଇବା ଲାଗି ଜାପାନର ହିରୋସିମା ଓ ନାଗାଶାକିକୁ ଦର୍ଶାଇଥିଲେ ।
Last Updated : Feb 3, 2023, 8:37 PM IST

ABOUT THE AUTHOR

...view details