ଓଡିଶା

odisha

ଲଘୁଚାପ ବର୍ଷାରେ ଧୋଇଗଲା ଅସ୍ଥାୟୀ ପୋଲ, ଦୁଇ ଗାଁ ଯୋଗାଯୋଗରୁ ବିଛିନ୍ନ

By

Published : Aug 11, 2022, 10:36 PM IST

Published : Aug 11, 2022, 10:36 PM IST

Updated : Feb 3, 2023, 8:26 PM IST

ରାଇରଙ୍ଗପୁର : ରାଇରଙ୍ଗପୁରରେ ଜାରି ରହିଛି ଲଘୁଚାପ ବର୍ଷା । ଏହି ବର୍ଷା ଯୋଗୁଁ ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ଅନ୍ତର୍ଗତ ଭାତଛତ୍ର ପଞ୍ଚାୟତର ମଝିଗାଁ-ରଙ୍ଗାମାଟିଆ ଗ୍ରାମକୁ ସଂଯୋଗ କରୁଥିବା ଏକ ଅସ୍ଥାୟୀ ପୋଲ ଧୋଇ ହୋଇଯାଇଛି । ଫଳରେ ପୋଲର ଅନ୍ୟପାର୍ଶ୍ଵରେ ଥିବା ସାନରଙ୍ଗାମାଟିଆ-ଗଳିଡ଼ିହି ଗ୍ରାମର ପ୍ରାୟ ୧୫୦ରୁ ଊର୍ଦ୍ଧ୍ବ ପରିବାର ଲୋକେ ବାହ୍ୟ ଜଗତରୁ ବିଛିନ୍ନ ହୋଇଛନ୍ତି । ଇଟିଭି ଭାରତ, ରାଇରଙ୍ଗପୁର
Last Updated : Feb 3, 2023, 8:26 PM IST

ABOUT THE AUTHOR

...view details