RajyaSabha: କେନ୍ଦୁପତ୍ରରୁ ସମ୍ପୂର୍ଣ୍ଣ GST ଛାଡ ଦାବି କଲା ବିଜେଡି
ନୂଆଦିଲ୍ଲୀ: କେନ୍ଦୁପତ୍ର (Kendu leaf ) ରେ ଲାଗୁ ହୋଇଥିବା 18 ପ୍ରତିଶତ GST ଛାଡ କରିବାକୁ ପୁଣି ଥରେ ସଂସଦରେ ଦାବି କରିଛି ବିଜେଡି । ଆଜି ବିଜେଡି ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଓ ସାଂସଦ ସୁଜିତ କୁମାର ଏହି ପ୍ରସଙ୍ଗ ଉଠାଇ କେନ୍ଦୁପତ୍ରରୁ ସମ୍ପୂର୍ଣ୍ଣ ଭାବେ GST ଛାଡ ପାଇଁ ଦାବି କରିଛନ୍ତି ।
Last Updated : Feb 3, 2023, 8:35 PM IST