ଓଡିଶା

odisha

ଲୋକଙ୍କ ସହ ରହିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି: ପ୍ରଦୀପ ମାଝୀ

By

Published : Dec 7, 2022, 8:37 PM IST

Published : Dec 7, 2022, 8:37 PM IST

Updated : Feb 3, 2023, 8:35 PM IST

ଭୁବନେଶ୍ବର: ଆସନ୍ତାକାଲି ପ୍ରକାଶ ପାଇବ ପଦ୍ମପୁର ଉପନିର୍ବାଚନ ଫଳାଫଳ । ଏଥିପାଇଁ ଭୁବନେଶ୍ବରରୁ ପଦ୍ମପୁର ଯାଏଁ ଶେଷ ହୋଇଛି ପ୍ରସ୍ତୁତି । ନିର୍ବାଚନ ଫଳାଫଳ ପୂର୍ବରୁ ନବୀନ ନିବାସରେ ଆଜି ବସିଛି ଗୁରୁତ୍ବପୂର୍ଣ୍ଣ ବୈଠକ । ପଦ୍ମପୁର ନିର୍ବାଚନ ପରିଚାଳନାରେ ଥିବା ପ୍ରାୟ 50ରୁ ଅଧିକ ନେତାଙ୍କୁ ଭେଟିଛନ୍ତି ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ଶେଷ ପରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରଦୀପ ମାଝୀ । ଦେଖନ୍ତୁ କଣ କହୁଛନ୍ତି ପ୍ରଦୀପ ।
Last Updated : Feb 3, 2023, 8:35 PM IST

ABOUT THE AUTHOR

...view details