ପୂଜାରେ ସକ୍ରିୟ ହେବେ ସାଇବର କ୍ରିମିନାଲ, ଆଗୁଆ ସତର୍କ କଲେ ଭୁବନେଶ୍ୱର ଡିସିପି - ପୂଜାରେ ସକ୍ରିୟ ହେବେ ସାଇବର କ୍ରିମିନାଲ
ଭୁବନେଶ୍ବର: ରାଜ୍ୟରେ ସକ୍ରିୟ ହେବେ ସାଇବର କ୍ରିମିନାଲ । ଆଗୁଆ ସତର୍କ କଲେ ଭୁବନେଶ୍ବର ଡିସିପି । ବିଭିନ୍ନ ପୂଜା ଆଳରେ ଲୋଭନୀୟ ସ୍କିମ ଦେଖାଇ ଠକିପାରନ୍ତି ସାଇବର ଲୁଟେରା । ଏନେଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଭୁବନେଶ୍ବର ଡିସିପି ପ୍ରତୀକ ସିଂ । ଏକ ଭିଡିଓ ଜାରି କରି କିଭଳି ସତର୍କ ରହିବେ କେଉଁ ଦିଗରେ ଧ୍ୟାନ ଦେବେ ସେ ନେଇ କହିଛନ୍ତି । ଇଟିଭି ଭାରତ, ଭୁବନେଶ୍ବର
Last Updated : Feb 3, 2023, 8:28 PM IST