ଓଡିଶା

odisha

By

Published : Oct 28, 2022, 3:30 PM IST

Updated : Feb 3, 2023, 8:30 PM IST

ETV Bharat / videos

କଟକ କାଳୀ ପୂଜା ଭସାଣିରେ ଅଘୋରିଙ୍କ ନୃତ୍ୟ , ଭସ୍ମରେ ଉଡିଲା ରାସ୍ତା ଘାଟ

କଟକ: କଟକରେ ପଶିଲେ ଅଘୋରି । କଟକ କାଳୀପୂଜା ଭସାଣି ଶୋଭାଯାତ୍ରାରେ ପ୍ରଥମ ଥର ପାଇଁ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି । ଶେଖ ବଜାର ପୂଜା କମିଟି ପକ୍ଷରୁ ଏହି ଅଘୋରି ଗୃପ ଉତ୍ତର ପ୍ରଦେଶରୁ କଟକ ଆସିଛନ୍ତି । ଢେଙ୍କାନାଳ ଲକ୍ଷ୍ମୀପୂଜା ଭସାଣିରେ ମହାଦେବଙ୍କ ଅଘୋରି ନୃତ୍ୟ ଦେଖାଇବା ପରେ ଆଜି କଟକରେ ଏହି 5 ଜଣିଆ ଗୃପ ଦେଖାଇଛନ୍ତି ଅଘୋରିଙ୍କ ନିଆରା ନୃତ୍ୟ । ଯାହାକୁ ଦେଖିବା ପାଇଁ ଲାଗିଛି ପ୍ରବଳ ଭିଡ । ଗୋଟିଏ ପଟେ କାଳୀ ଭସାଣି ଖୁବ ଜାକଜମକରେ ଜାରି ରହିଥିବା ବେଳେ ଅନ୍ୟପଟେ ଏହି ଅଘୋରି ଗୃପଙ୍କ ଭସ୍ମ ନୃତ୍ୟ ବେଶ ଚିତାକର୍ଷକ ରହିଛି । ଇଟିଭି ଭାରତ, କଟକ
Last Updated : Feb 3, 2023, 8:30 PM IST

ABOUT THE AUTHOR

...view details