ଭାଇରାଲ୍ ହେବା ନିଶା, କାର୍ରେ ବାଣ ଲଗାଇ ଜାଳିଦେଲେ
ହାଇଦ୍ରାବାଦ: ଦୀପାବଳି ପାଳନକୁ ନେଇ ପ୍ରତ୍ୟେକଙ୍କ ମନରେ ଉତ୍ସାହ ଭରି ରହିଥାଏ । ନିକଟରେ ଏହି ଦୀପାବଳି ପାଳନ ହୋଇଛି । ତେବେ ଡିଜିଟାଲ୍ ଯୁଗରେ ଭାଇରାଲ୍ ହେବାକ କିଛିବି କରିବାକୁ ପଛାଉ ନାହାନ୍ତି ଲୋକେ । ବିଶେଷ କରି ଯୁବଗୋଷ୍ଠୀଙ୍କ ମଧ୍ୟରେ ଭାଇରାଲ୍ ହେବାର ଅଧିକ ନିଶା ରହିଛି । ଏଭଳି ଜଣେ ଯୁବକ ନିଜ କାରସାରା ବାଣ ଲଗାଇ ଫୁଟାଇଛନ୍ତି । ଫଳରେ କାରଟି ସମ୍ପୂର୍ଣ୍ଣ ଭାବରେ ଜଳି ଯାଇଛି । ଘଟଣା କେଉଁଠିକାର ଓ ଯୁବକ ଜଣକ କିଏ ତାହାକୁ ନେଇ ସୂଚନା ମିଳିନାହିଁ ।
Last Updated : Feb 3, 2023, 8:30 PM IST