ଓଡିଶା

odisha

ଉତ୍ସବ ମୁଖର ଅଯୋଧ୍ୟାନଗରୀ, ୧୦୮ ଫୁଟ୍ ଧୂପକାଠିରେ ଅଗ୍ନି ସଂଯୋଗ

ETV Bharat / videos

ଉତ୍ସବ ମୁଖର ଅଯୋଧ୍ୟାନଗରୀ, ୧୦୮ ଫୁଟ୍ ଧୂପକାଠିରେ ଅଗ୍ନି ସଂଯୋଗ - ଅଯୋଧ୍ୟା ରାମ ମନ୍ଦିର

By ETV Bharat Odisha Team

Published : Jan 16, 2024, 1:39 PM IST

108-feet incense stick was lit in Ayodhya,  ଅଯୋଧ୍ୟା: 22ରେ ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ । ଆଜିଠାରୁ ଆରମ୍ଭ ହୋଇଛି ୭ ଦିନିଆ ରୀତିନୀତି । ୧୮ରେ ରାମଲାଲାଙ୍କ ମୂର୍ତ୍ତି ସଂସ୍ଥାପନ ଏବଂ ୨୨ରେ ଲୋକାର୍ପଣ । ଏହି ପୂର୍ବରୁ ଆଜି ଅଯୋଧ୍ୟାରେ ୧୦୮ ଫୁଟ ଧୂପକାଠିରେ ଅଗ୍ନି ସଂଯୋଗ କରାଯାଇଛି । ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ସଭାପତି  ମହନ୍ତ ଗୋପାଳ ଦାସ ମହାରାଜଙ୍କ ଉପସ୍ଥିତିରେ ଅଗ୍ନି ସଂଯୋଗ କରାଯାଇଛି । ଅଗ୍ନି ସଂଯୋଗ ସମୟରେ ଜୟ ଶ୍ରୀରାମ ନାରାରେ ପ୍ରକମ୍ପିତ ହୋଇଥିଲା ଚତୁର୍ଦିଗ ।  ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ  ଗୁଜରାଟରୁ ଆସିଥିଲା ଏହି ୧୦୮ ଫୁଟ୍ ଲମ୍ବ ଧୂପକାଠି ।  

ଏହାମଧ୍ଯ ପଢ଼ନ୍ତୁ:  ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ, ଆଜିଠୁ ଆରମ୍ଭ ହେବ ଧାର୍ମିକ ରୀତିନୀତି

ଏହାମଧ୍ଯ ପଢ଼ନ୍ତୁ: କାହିଁକି ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ଯିବେନି ପୁରୀ ଶଙ୍କରାଚାର୍ଯ୍ୟ, କହିଲେ କାରଣ

ଏହାମଧ୍ଯ ପଢ଼ନ୍ତୁ:  ଅଯୋଧ୍ୟା ମହୋତ୍ସବ: କାଲିଠୁ ନୀତିକାନ୍ତି, 18ରେ ବିଗ୍ରହ ସଂସ୍ଥାପନ, 22ରେ ପ୍ରାଣ ପ୍ରତିଷ୍ଠା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ 

ABOUT THE AUTHOR

...view details