କନ୍ୟାରତ୍ନକୁ ହେଲିକପ୍ଟରରେ ଘରକୁ ଆଣିଲେ ପରିବାର, ଦେଖନ୍ତୁ ଖୁସିର ମୁହୂର୍ତ୍ତ
ମୁମ୍ବାଇ: ସାଧାରଣତଃ ଘରେ ପୁଅଟିଏ ଜନ୍ମ ହେଲେ ସଭିଏଁ ଖୁସି ହୋଇଥାନ୍ତି । କିନ୍ତୁ ସମୟ ବଦଳିଛି । ଝିଅ ଜନ୍ମ ହୋଇଥିବାରୁ ମେଡିକାଲରୁ ନିଜ ଘରକୁ ପରିବାର ଲୋକେ ନିଆରା ଢଙ୍ଗରେ ସ୍ବାଗତ କରିଛନ୍ତି । ଏକ ହେଲିକପ୍ଟର ଯୋଗେ ଝିଅକୁ ଘରକୁ ଆଣିଛନ୍ତି ବିଶାଳ ଝାରଖର ପରିବାର ଲୋକେ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରର ପୁଣେ ଜିଲ୍ଲାର ଖେଦରେ । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated : Feb 3, 2023, 8:22 PM IST