ଓଡିଶା

odisha

କାଶ୍ମୀର ଷ୍ଟ୍ରିଟ୍ ଫୁଡ୍ ପରଖିଲେ ସେନାର ବଡ ଅଧିକାରୀ !

By

Published : Mar 12, 2022, 3:52 PM IST

Updated : Feb 3, 2023, 8:19 PM IST

ଶ୍ରୀନଗର: ଶୁକ୍ରବାର ସନ୍ଧ୍ୟାରେ ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଏବଂ ଚିନାର କମାଣ୍ଡର ଲେଫ୍ଟ ଜେନେରାଲ ଦେବେନ୍ଦ୍ର ପ୍ରତାପ ପାଣ୍ଡେ ଜମ୍ମୁ କାଶ୍ମୀର ଶ୍ରୀନଗରର ଲାଲ ଚକ୍ ଅଞ୍ଚଳ ପରିଦର୍ଶନ କରିଛନ୍ତି। ସେମାନେ ସେଠାରେ ସ୍ଥାନୀୟ ଲୋକ ଏବଂ ସୁରକ୍ଷା ବାହିନୀ ସହିତ ସାକ୍ଷାତ କରିଥିଲେ । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated : Feb 3, 2023, 8:19 PM IST

ABOUT THE AUTHOR

...view details