ଓଡିଶା

odisha

କଟକରେ ଭୋଟ ଗଣତି ଆରମ୍ଭ

By

Published : Mar 26, 2022, 9:50 AM IST

Updated : Feb 3, 2023, 8:20 PM IST

କଟକ: ଆଜି ପୌର ନିର୍ବାଚନ ଭୋଟ ଗଣତି। ସକାଳ ୮ରୁ କଟକରେ ଆରମ୍ଭ ହୋଇଛି ଗଣତି ପ୍ରକ୍ରିୟା। କିଏ ପିନ୍ଧିବ କଟକ ମେୟର ମୁକୁଟ, ତା ଉପରେ ସମସ୍ତଙ୍କ ନଜର ରହିଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ଗଣତି କେନ୍ଦ୍ର ନିକଟରେ ୪ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି । ତେବେ ଏନେଇ ଗଣତି କେନ୍ଦ୍ରରୁ ଅଧିକ ସୂଚନା ଦେଇଛନ୍ତି ଆମ କଟକ ସମ୍ବାଦଦାତା ନାରାୟଣ ସାହୁ ।
Last Updated : Feb 3, 2023, 8:20 PM IST

ABOUT THE AUTHOR

...view details