ଓଡିଶା

odisha

ETV Bharat / videos

ପୌର ନିର୍ବାଚନ: ଦେବଗଡରେ 73% ମତଦାନ - ପୌର ନିର୍ବାଚନ

By

Published : Mar 24, 2022, 10:40 PM IST

Updated : Feb 3, 2023, 8:20 PM IST

ଦେବଗଡ: ଜିଲ୍ଲା ପୌରାଞ୍ଚଳରେ ଆଜି (ଗୁରୁବାର) 21 ଟି ବୁଥରେ ଶାନ୍ତିପୂର୍ଣ୍ଣ ଭାବେ ମତଦାନ ହୋଇଯାଇଛି । ମତଦାନ ଶେଷ ସମୟ ସୁଦ୍ଧା ମୋଟ ୭୩ ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି । ସେଥିମଧ୍ୟରୁ ୧୨ ହଜାର ୨୭୬ ଭୋଟର ନିଜର ମତଦାନ ସାବ୍ୟସ୍ତ କରିଛନ୍ତି । କିଛି ସ୍ଥାନରେ କାଁ ଭାଁ ଚାପା ଉତ୍ତେଜନା ଦେଖାଦେଇଥିବାବେଳେ , ଅନ୍ୟ ସମସ୍ତ ବୁଥରେ ଶାନ୍ତିପୂର୍ଣ୍ଣ ଭାବେ ମତଦାନ ହୋଇଥିବା ଜଣାଯାଇଛି । ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ
Last Updated : Feb 3, 2023, 8:20 PM IST

ABOUT THE AUTHOR

...view details