ଓଡିଶା

odisha

By

Published : Mar 24, 2022, 5:45 PM IST

Updated : Feb 3, 2023, 8:20 PM IST

ETV Bharat / videos

Municipal Election: କେନ୍ଦ୍ରାପଡାରେ ସରିଲା ମତଦାନ

କେନ୍ଦ୍ରାପଡା: ଭୋଟ ଦେଲେ ବିଜେଡି ପୌରାଧ୍ୟକ୍ଷ ପ୍ରାର୍ଥିନୀ । ପୂର୍ବାହ୍ନ ସମୟରେ କେନ୍ଦ୍ରାପଡ଼ା ପୌରପାଳିକା ଅଧ୍ୟକ୍ଷା ପଦବୀ ପାଇଁ ପ୍ରତିଦ୍ବନ୍ଦିତା କରୁଥିବା ବିଜେଡିର ସରିତା ସାହୁ ସହରର ବଡ଼ହାଟ ୧୭ ନମ୍ବର ବୁଥରେ ମତଦାନ କରିଛନ୍ତି । ଏହି ମତଦାନ ଅବସରରେ ସହରର ସମସ୍ତ ଭୋଟର ଶତ ପ୍ରତିଶତ ଭୋଟ ଦେବାକୁ ଅନୁରୋଧ କରିଛନ୍ତି ସରିତା । ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ସରିତା ଅନୁରୋଧ କରିବା ସହ ନିଜ ଦଳକୁ ଭୋଟ ଦେବା ପାଇଁ ମଧ୍ୟ ଅନୁରୋଧ କରିଛନ୍ତି ।କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ
Last Updated : Feb 3, 2023, 8:20 PM IST

ABOUT THE AUTHOR

...view details