ଓଡିଶା

odisha

ETV Bharat / videos

Municipal Election: ବିଜେଡି ପ୍ରଚାରରେ କମ୍ପୁଛି ରମ୍ଭା NAC - ରମ୍ଭା ଏନଏସିର ଅଧ୍ୟକ୍ଷା ପଦବୀ ପାଇ ବିଜେଡିର ପ୍ରଚାର

🎬 Watch Now: Feature Video

By

Published : Mar 21, 2022, 4:32 PM IST

Updated : Feb 3, 2023, 8:20 PM IST

ବ୍ରହ୍ମପୁର: ପୌର ନିର୍ବାଚନ ନେଇ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରଚାର । ଦଳୀୟ ପ୍ରାର୍ଥୀମାନେ ଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ ପ୍ରଚାର ଜାରି ରଖିଛନ୍ତି । ଗଞ୍ଜାମ ଜିଲ୍ଲାର ରମ୍ଭା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଚାଲିଛି ଜୋରଦାର ପ୍ରଚାର। ଚଳିତ ବର୍ଷ ଏହି ଏନଏସିର ଅଧ୍ୟକ୍ଷା ପଦବୀ ପାଇଁ ବିଜୁ ଜନତା ଦଳ ପକ୍ଷରୁ ଅଧ୍ୟକ୍ଷା ପ୍ରାର୍ଥୀ ଭାବରେ କୁମାରୀ ବିଶ୍ବାଳ ନିର୍ବାଚନ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ଚାଲିଛି ଜୋରଦାର ପ୍ରଚାର । ଶେଷ ପର୍ଯ୍ୟାୟରେ ପ୍ରଚାର ପହଞ୍ଚିଥିବା ଯୋଗୁଁ ଦଳୀୟ କର୍ମକର୍ତ୍ତାଙ୍କ ସହ ପ୍ରାର୍ଥୀ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି । ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ
Last Updated : Feb 3, 2023, 8:20 PM IST

ABOUT THE AUTHOR

...view details