ସଂସଦରେ ସାଧାରଣ ଲୋକଙ୍କ ସମସ୍ୟା ଉପସ୍ଥାପନା କରିବେ ଅପରାଜିତା - ସଂସଦରେ ଲୋକଙ୍କ ସମସ୍ୟା ଉପସ୍ଥାପନା କରିବେ ଅପରାଜିତା
ଭୁବନେଶ୍ବର: ସଂସଦରେ ଆପଣଙ୍କ ସମସ୍ୟା ଉପସ୍ଥାପନା କରିବେ ସାଂସଦ ଅପରାଜିତା ଷଡ଼ଙ୍ଗୀ l ଏଥି ନିମନ୍ତେ ମତାମତ ଏବଂ ପ୍ରସ୍ତାବ ଲୋଡିଲେ ଅପରାଜିତା l ଯାହାର କିଛି ପ୍ରସଙ୍ଗ ଅଛି ସେମାନେ ଇମେଲ ମାଧ୍ୟମରେ ନିଜ ସମସ୍ୟା ପଠାଇ ପାରିବେ। ଏହି ପରିପ୍ରେକ୍ଷୀରେ ଏକ ଇମେଲ ଆଇଡି ମଧ୍ୟ ଜାରି କରାଯାଇଛି। mpbbsrls@gmail.com ଜରିଆରେ ସାଧାରଣ ଲୋକେ ନିଜ ସମସ୍ୟା ପଠାଇ ପାରିବେ ବୋଲି ସାଂସଦ ଅପରାଜିତା କହିଛନ୍ତି। ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ
Last Updated : Feb 3, 2023, 8:21 PM IST